ଏହି ସଫଳତା ପାଇଁ ବିଧାନସଭା ପାର୍ଟି ମୋହନ ଚରଣ ମାଜିଙ୍କୁ ଅଭିନନ୍ଦନ ଜଣାଇଛି
ajay kumar nayak
୩ ଡିସେମ୍ବର, ସର୍ବ ଭାରତୀୟ ଆରକ୍ଷୀ ମହା ନିର୍ଦ୍ଦେଶକ ସମ୍ମିଳନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଭୁବନେଶ୍ୱରରେ ସଫଳତା ର ସହ ଆୟୋଜନ ଏବଂ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବାରୁ ଶାସକ ଦଳ ର ବିଧାୟକ ଓ ମନ୍ତ୍ରୀ ମାନେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।